ବାପରେ ପୁଅରେ କଳି । ବାକ୍ୟରେ ଥିବା 'ବାପରେ ପୁଅରେ' କେଉଁ ବିଭକ୍ତି ?

This question was previously asked in
OSSC CGL 2022 Official Paper (Held on: 18th Oct Shift 1)
View all OSSC Combined Graduate Level Papers >
  1. ପଞ୍ଚମୀ 
  2. ତୃତୀୟା 
  3. ଷଷ୍ଠି 
  4. ସପ୍ତମୀ 

Answer (Detailed Solution Below)

Option 4 : ସପ୍ତମୀ 
Free
Computer Awareness Mock Test for All-State Exams
27.3 K Users
10 Questions 10 Marks 6 Mins

Detailed Solution

Download Solution PDF

4) ସପ୍ତମୀ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ
  • ବାକ୍ୟ ମଧ୍ୟରେ କ୍ରିୟା ପଦ ସହିତ ଅନ୍ୟ ପଦ ମାନଙ୍କ ଯେଉଁ ସମ୍ପର୍କ ଥାଏ , ତାହାକୁ କାରକ କୁହାଯାଏ
  • ଯେଉଁ ସବୁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ୱାରା ସଂଖ୍ୟା ଓ କାରକ ସୂଚିତ ହୁଏ , ତାହାକୁ ବିଭକ୍ତି କୁହାଯାଏ
  • ଅଧିକରଣକାରକରେ ସପ୍ତମୀ ବିଭକ୍ତି ହୁଏ
  • ବାକ୍ୟରେ ଥିବା 'ବାପରେ ପୁଅରେ' 4) ସପ୍ତମୀ ବିଭକ୍ତି 

Additional Information

  • ବିଭକ୍ତି 7 ଭାଗରେ ବିଭକ୍ତ
  • 1ମା , 2ୟା , 3ୟା , 4ର୍ଥୀ , 5ମୀ , 6ଷ୍ଠୀ , 7ମୀ
  • ରେ,ଠାରେ , ମାନଙ୍କରେ, ମାନଙ୍କଠାରେ, ଗୁଡିକରେ ଲାଗି ସପ୍ତମୀ ବିଭକ୍ତି ହୁଏ 

Latest OSSC Combined Graduate Level Updates

Last updated on Jun 12, 2025

-> OSSC CGL Final Merit List has been released on the official website. 

->The merit list consist the names of the candidates found suitable after the CV round.

->Earlier,The OSSC CGL Call Letter had been released for the Document Verification (Advt No.1249/OSSC).

-> Interested candidates registered from 29th November 2024 to 28th December 2024.

-> The recruitment is also ongoing for 543 vacancies (Advt. No. 129/OSSC). The Prelims was held on 20th October 2024 and thee Mains Exam will be scheduled in February/ March 2025.

-> The selection process includes Prelims, Mains, Skill Test, and Document Verification.

-> To score well in the exam, you may enhance your preparation by solving the OSSC CGL Previous Years' Papers.

-> Candidates can also attend the OSSC CGL Test Series which helps to find the difficulty level.

Get Free Access Now
Hot Links: teen patti club apk teen patti master real cash real cash teen patti